Wednesday, November 29, 2017

|| ସେ ଫୁଲ ନୁହେଁ ||

ସେ ଫୁଲ ନୁହେଁ ,
କଣ୍ଟା ବି ନୁହେଁ.....
ସ୍ରଷ୍ଟା ନୁହେଁ
ସୃଷ୍ଟି ବି !!!!
ଆକାଶର ଅଗଣାରେ
ଆଲୋକର ବିନ୍ଦୁଟିଏ ...(!)
ନା ମୁଁ ଜାଣେ
ନା ତୁମେ.........
ସେ ହିଁ ତା ନିଜ ପରିଚୟ
ପଚାର ଥରେ
ନିର୍ଜନତାରେ ...
ପ୍ରକୃତି କୋଳରେ
ସିନ୍ଧୁରେ ତା'ର ପରିକଳ୍ପନା 
ଅକଳ୍ପ୍ -ନୀୟତାର ସତ୍ତାଟିଏ ..??

No comments:

Post a Comment